Poetry Tadka

Odia shayari

Odia Two Line

ଭଲ ସାଥିଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ ଦୁଇ  ଦିନର ଜୀବନ ବି ଶହ ଶହ ବର୍ଷ ଧରି ଅମର ହୋଇଯାଏ ।

ତୁମ ସହିତ ମୋ ଭଲପାଇବା  ଗୋଟେ ପରି  ଯାହାର ଆରମ୍ଭ ଅଛି ସତ କିନ୍ତୁ ଶେଷ ନାହିଁ ।

Odia two line

Odia Shayari Photo

ମଦ ଠାରୁ ମୁଁ ଦୂରେଇ ରହିବି ଦେଇଥୁଲି ଦିନେ କଥା  ଆଜି ସେ ମଦକୁ ଆଦରି ନେଉଛି ଭୁଲେଇବା  ପାଇଁ ତୁ ଦେଇଥିବା ସବୁ କଥା

ଗୋଲାପ ଫୁଲକୁ ଭଲ ପାଉଥିଲି କଥା ମାଡ  ଗାଳି ସହିତ ସେହି ପ୍ରେମ ଆଜି ମଉଳି ଯାଇଛି  ମନର ଶରଧା ନାହିଁ ।

Odia shayari photo

ଚୁପ୍ ଅଛି ତ କେବଳ ତୁମ ପାଇଁ

ବିରହ ନିଆଁରେ ଜଳୁଛି ଆଜି ମୁଁ ଛାତିରେ ଛାତିଏ କୋହ  ଆଜି ମୁଁ ଜାଣିଲି ଏହି ଦୁନିଆରେ ନିଜର କେବଳ ଲୁହ

ଚୁପ୍ ଅଛି ତ କେବଳ ତୁମ ପାଇଁ  ତୁମ ଖୁସି ପାଇଁ ନହେଲେ ତୁମେ  ଭାବନି କି ମତେ କଷ୍ଟ ହଉନି ।

ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ  ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା  ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।

ଚୁପ୍ ଅଛି ତ କେବଳ ତୁମ ପାଇଁ

Life Odia Shayari

ଯେମିତି ଶୋଷିଲାକୁ ପାଣିର  ଆଉ ଭୋକିଲାକୁ ଅନ୍ନର ମୂଲ୍ୟ ଜଣାଥାଏ  ଠିକ୍ ସେମିତି ଯେଉଁ ମଣିଷ ପାଖରେ ସୁଖ ନଥାଏ ସେ ହିଁ ସେ ସୁଖର ବର୍ଣ୍ଣନା କରିବା ଜାଣିଥାଏଓ

ଦୁଃଖରେ ଥିଲାବେଳେ ଥରେ ଆଖି ବନ୍ଦ କରି ଦେଖିବ ସବୁଠୁ ଆଗେ ତୁମର ଆପଣାର ଲୋକ ମନେପଡିବ ।

Life odia shayari

ସଚ୍ଚା ଭଲପାଇବା ତ ସିଏ

ସଚ୍ଚା ଭଲପାଇବା ତ ସିଏ ଯାହାକୁ ପାଇବାର ଆଶା ନଥିବ ହେଲେ ଅପେକ୍ଷା ଥିବ ।

ତୋ ସହ ବଞ୍ଚିବା ଆଉ ତୋ ସହ ମରିବାର ଇଚ୍ଛା ଅଛି।  ମଲାଯାଏ ତୋର ହାତ ଛାଡିବିନି ଆଜି ମୁଁ କଥା ଦଉଛି ।

ସଚ୍ଚା ଭଲପାଇବା ତ ସିଏ