ଆଜି ମୁଁ ଜାଣିଲି ଏହି ଦୁନିଆରେନିଜର କେବଳ ଲୁହ
ଚୁପ୍ ଅଛି ତ କେବଳ ତୁମ ପାଇଁ, ତୁମ ଖୁସି ପାଇଁ ନହେଲେ ତୁମେ ଭାବନି କି ମତେ କଷ୍ଟ ହଉନି ।
ବେଳେବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।
from : Odia shayari